ಅರ್ಥ : କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
							ಉದಾಹರಣೆ : 
							ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ  ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
							
ಸಮಾನಾರ್ಥಕ : ଅୟମାରମ୍ଭ, ଆଦି, ପ୍ରାରମ୍ଭ
ಇತರ ಭಾಷೆಗಳಿಗೆ ಅನುವಾದ :
An event that is a beginning. A first part or stage of subsequent events.
inception, origin, originationಅರ್ಥ : କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
							ಉದಾಹರಣೆ : 
							ସେ ଅନୁଷ୍ଠାନର ପ୍ରାରମ୍ଭିକ ପ୍ରସ୍ତୁତିରେ ଲାଗିଛି  ଏ ପରିଯୋଜନାଟି ଏବେ ପ୍ରାରମ୍ଭିକ ଅବସ୍ଥାରେ ରହିଛି
							
ಸಮಾನಾರ್ಥಕ : ଅଦ୍ୟ, ଆଦ୍ୟ, ପ୍ରାଥମିକ, ପ୍ରାରମ୍ଭିକ
ಇತರ ಭಾಷೆಗಳಿಗೆ ಅನುವಾದ :
First or beginning.
The memorable opening bars of Beethoven's Fifth.