ಅರ್ಥ : କଥାବସ୍ତୁଆଦି ଆରମ୍ଭ କରିବା
							ಉದಾಹರಣೆ : 
							ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା  ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
							
ಸಮಾನಾರ್ಥಕ : ଉଠାଇବା, ବାହାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Take the first step or steps in carrying out an action.
We began working at dawn.ಅರ್ಥ : କୌଣସି କାମ, କଥା ଇତ୍ୟାଦିର ଆରମ୍ଭ କରିବା
							ಉದಾಹರಣೆ : 
							ପଣ୍ଡିତ ପୂଜା ଆରମ୍ଭ କଲେ
							
ಸಮಾನಾರ್ಥಕ : ଚାଲୁ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी काम, बात आदि को शुरू करना।
पंडितजी ने पूजा आरंभ की।Take the first step or steps in carrying out an action.
We began working at dawn.ಅರ್ಥ : କୌଣସି କଥା ବା କର୍ଯ୍ୟର ଆରମ୍ଭ ହେବା
							ಉದಾಹರಣೆ : 
							ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା
							
ಸಮಾನಾರ್ಥಕ : ପ୍ରାରମ୍ଭ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात या कार्य आदि की शुरुआत होना।
भारत और पाकिस्तान के बीच लड़ाई छिड़ गई।ಅರ್ಥ : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
							ಉದಾಹರಣೆ : 
							ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
							
ಸಮಾನಾರ್ಥಕ : ଉଠାଇବା