ಅರ್ಥ : କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ
							ಉದಾಹರಣೆ : 
							ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
							
ಸಮಾನಾರ್ಥಕ : ଉପଶମ
ಇತರ ಭಾಷೆಗಳಿಗೆ ಅನುವಾದ :
The feeling that comes when something burdensome is removed or reduced.
As he heard the news he was suddenly flooded with relief.ಅರ್ಥ : ବୋଝ,ଭାର,ଉତ୍ତରଦାୟିତ୍ବ ଆଦିରୁ ମୁକୁଳିବା ପରେ ହେଉଥିବା ସହଜବୋଧସହଜଭାବ
							ಉದಾಹರಣೆ : 
							ବିବାହ ସାରିବାପରେ ସେ ଆରାମରେ ନିଶ୍ବାସ ନେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
बोझ, भार, उत्तरदायित्व आदि से छुट्टी मिलने पर होने वाली आसानी या सुगमता।
विवाह निपटाने के बाद उसने राहत की साँस ली।ಅರ್ಥ : ଅନୁକୁଳ ଓ ପ୍ରିୟ ଅନୁଭବ ଯାହାକୁ ସବୁବେଳେ ମଣିଷ କାମନା କରେ
							ಉದಾಹರಣೆ : 
							ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସୁଖ ହିଁ ସୁଖ
							
ಇತರ ಭಾಷೆಗಳಿಗೆ ಅನುವಾದ :
A feeling of extreme pleasure or satisfaction.
His delight to see her was obvious to all.ಅರ್ಥ : କୌଣସି କାର୍ଯ୍ୟ କରିବା ସମୟରେ କିଛି କାଳ ଅଟକି ଯାଇ ଶରୀରକୁ ଆରାମ ଦେବାର କ୍ରିୟା
							ಉದಾಹರಣೆ : 
							ଥକିଯିବାପରେ ବିଶ୍ରାମ ଆବଶ୍ୟକ
							
ಸಮಾನಾರ್ಥಕ : ବିଶ୍ରାମ
ಇತರ ಭಾಷೆಗಳಿಗೆ ಅನುವಾದ :
Freedom from activity (work or strain or responsibility).
Took his repose by the swimming pool.