ಅರ್ಥ : ଅମରକଣ୍ଟକରୁ ବାହାରିଥିବା ଭାରତର ଏକ ପ୍ରମୁଖ ନଦୀ
							ಉದಾಹರಣೆ : 
							ନର୍ମଦାରୁ ବାହାରିଥିବା ଅଣ୍ଡାକାର ଶିବଲିଙ୍ଗକୁ ନର୍ମଦେଶ୍ୱର କୁହାଯାଏ
							
ಸಮಾನಾರ್ಥಕ : ନର୍ମଦା, ପୂର୍ବଗଙ୍ଗା, ବେଦଗର୍ଭା", ମେକଳକନ୍ୟା, ମେକଳସୁତା, ରେବା, ସୋମସୁତା
ಇತರ ಭಾಷೆಗಳಿಗೆ ಅನುವಾದ :
भारत की प्रमुख नदियों में से एक जो अमरकंटक से निकली है।
नर्मदा से निकलने वाला अंडाकार शिवलिंग नर्मदेश्वर कहलाता है।