ಅರ್ಥ : କଥାବସ୍ତୁଆଦି ଆରମ୍ଭ କରିବା
							ಉದಾಹರಣೆ : 
							ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା  ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
							
ಸಮಾನಾರ್ಥಕ : ଆରମ୍ଭ କରିବା, ବାହାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Take the first step or steps in carrying out an action.
We began working at dawn.ಅರ್ಥ : ଉପର ଆଡ଼କୁ ସଙ୍କୁଚିତ ହେବା
							ಉದಾಹರಣೆ : 
							ହାତ ଧୋଇବାପାଇଁ ସେ ତା କମିଜକୁ ବାହୁଉପରକୁ ଉଠାଇଲା
							
ಸಮಾನಾರ್ಥಕ : ଊର୍ଦ୍ଧ୍ୱଗାମୀ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉଚ୍ଚା କରିବା
							ಉದಾಹರಣೆ : 
							ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
							
ಸಮಾನಾರ್ಥಕ : ଉପରକୁକରିବା, ଟେକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
							ಉದಾಹರಣೆ : 
							ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
							
ಸಮಾನಾರ್ಥಕ : ଆରମ୍ଭ କରିବା
ಅರ್ಥ : ସ୍ଥାନ ତ୍ୟାଗ କରିବା
							ಉದಾಹರಣೆ : 
							ସେ ନିଜେ ବସିବାପାଇଁ ସୋହନକୁ ଚଉକି ଉପରୁ ଉଠାଇଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭଡ଼ାରେ ଦେବା
							ಉದಾಹರಣೆ : 
							ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
भाड़े या किराये पर देना।
मैंने अपने मकान का आधा हिस्सा भाड़े पर उठाया है।ಅರ್ಥ : କ୍ୟାମେରାରେ ଫୋଟୋ ଉଠେଇବା
							ಉದಾಹರಣೆ : 
							ରୂପେନ୍ଦ୍ର ବହୁତ ଭଲ ଫଟ ଉଠାଏ
							
ಸಮಾನಾರ್ಥಕ : ଫଟ ଉଠାଇବା, ଫୋଟୋ ଉଠାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
कैमरे से फोटो लेना।
रुपेन्द्र बहुत बढ़िया फोटो खींचता है।Record on photographic film.
I photographed the scene of the accident.ಅರ್ಥ : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
							ಉದಾಹರಣೆ : 
							ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ  ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
							
ಸಮಾನಾರ್ಥಕ : ଉଚ୍ଚରେ ରଖିବା, ଉପରେ ରଖିବା, ଚଢ଼ାଇବା, ଶୀର୍ଷରେ ରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘର ବା କାନ୍ଥ ଆଦି ତିଆରି କରିବା
							ಉದಾಹರಣೆ : 
							ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
							
ಸಮಾನಾರ್ಥಕ : ତିଆରି କରିବା, ନିର୍ମାଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :