ಅರ್ಥ : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
							ಉದಾಹರಣೆ : 
							ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗାଈ, ମଈଷି, ଘୋଡ଼ା ଆଦି ଗରମ ହେବା
							ಉದಾಹರಣೆ : 
							କାଲିଠୁ ଗାଈର ଗରମ ଉଠିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖାତାଆଦିରେ ଲେଖିବା
							ಉದಾಹರಣೆ : 
							ବକେୟା ଧନରାଶି ଆପଣଙ୍କ ଖାତାରେ ଚଢ଼ି ଗଲାଣି  ଭୋଟର ତାଲିକାରେ ଆପଣଙ୍କ ନାଁ ଉଠିଗଲାଣି
							
ಸಮಾನಾರ್ಥಕ : ଚଢ଼ିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତଳୁ ଉପର ଆଡ଼କୁ ଯିବା
							ಉದಾಹರಣೆ : 
							ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
							
ಸಮಾನಾರ್ಥಕ : ଆରୋହଣ କରିବା, ଚଢ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଦ,ମର୍ଯ୍ୟାଦା,ବର୍ଗ ଆଦିରେ ବଢ଼ିବା
							ಉದಾಹರಣೆ : 
							ତାର ପ୍ରଖର ବୁଦ୍ଧି ଯୋଗୁଁ ସେ ଏକାଥରକେ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀକୁ ଉଠିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
पद, मर्यादा, वर्ग आदि में बढ़ना।
अपनी तीक्ष्ण बुद्धि के कारण वह एकदम से पाँचवीं से आठवीं कक्षा में चढ़ गया।ಅರ್ಥ : ପ୍ରଥମରୁ ଅଧିକ ଉଚ୍ଚ ଯାଏ ପହଞ୍ଚିଥିବା ବିସ୍ତାରର ଏପରି ଏକ ସ୍ଥିତି
							ಉದಾಹರಣೆ : 
							ବିଦ୍ୟାଳୟର ବିମ୍ ଅଣ୍ଟା ପର୍ଯ୍ୟନ୍ତ ଉଠିସାରିଛି
							
ಸಮಾನಾರ್ಥಕ : ଉଚ୍ଚା ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଘର ବା କାନ୍ଥ ତିଆରି ହେବା
							ಉದಾಹರಣೆ : 
							ରାୟପୁରରେ ଆମର ଦୁଇ ମହଲା ଘର ଉଠୁଛି
							
ಸಮಾನಾರ್ಥಕ : ତିଆରି ହେବା, ବନାହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧ୍ୟାନରେ ଆସିବା ବା ସ୍ମରଣ କରିବା
							ಉದಾಹರಣೆ : 
							ମୋ ମନରେ ଏହି କଥା ଉଠିଲା କି ଆଜିକାଲି ମୀନା ବିଦ୍ୟାଳୟ କାହିଁକି ଆସୁନି?
							
ಸಮಾನಾರ್ಥಕ : ଉଇଁଲା, ଉଙ୍କିମାରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଦରୁ ଉଠିବା
							ಉದಾಹರಣೆ : 
							ମୁଁ ଆଜି ସକାଳ ସାତଟାରେ ଉଠିଲି
							
ಸಮಾನಾರ್ಥಕ : ଆଖି ଖୋଲିବା, ଜାଗିବା, ଶୋଇକି ଉଠିବା
ಇತರ ಭಾಷೆಗಳಿಗೆ ಅನುವಾದ :