ಅರ್ಥ : ଚାଳିଶ ମାତ୍ରାର ଗୋଟିଏ ଛନ୍ଦ
							ಉದಾಹರಣೆ : 
							ଉଦ୍ଧତ ଛନ୍ଦରେ ପ୍ରତି ଦଶ ମାତ୍ରା ପରେ ବିରାମ ହୁଏ
							
ಸಮಾನಾರ್ಥಕ : ଉଦ୍ଧତ ଛନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଦଣ୍ଡର ଭୟ ନାହିଁ
							ಉದಾಹರಣೆ : 
							ସେ ବହୁତ ଉଦ୍ଦଣ୍ଡ ପିଲା
							
ಸಮಾನಾರ್ಥಕ : ଉଛୃଙ୍ଖଳ, ଉଦ୍ଦଣ୍ଡ, ଦୁଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
Stubbornly resistant to authority or control.
A fractious animal that would not submit to the harness.ಅರ್ಥ : ଔଦ୍ଧତ୍ୟ ଦେଖାଉଥିବା
							ಉದಾಹರಣೆ : 
							ସେ ଏତେ ଉଦ୍ଧତ ଯେ ତାସହ କଥା ହେବାକୁ ମନ ହୁଏନି
							
ಇತರ ಭಾಷೆಗಳಿಗೆ ಅನುವಾದ :
Having or showing feelings of unwarranted importance out of overbearing pride.
An arrogant official.ಅರ್ಥ : ବଡ଼ମାନଙ୍କୁ ଉଚିତ୍ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି
							ಉದಾಹರಣೆ : 
							ରାମୁ ଜଣେ ଉଦ୍ଧତ ବାଳକ
							
ಇತರ ಭಾಷೆಗಳಿಗೆ ಅನುವಾದ :
Showing lack of due respect or veneration.
Irreverent scholars mocking sacred things.