ಅರ್ಥ : ସ୍ତ୍ରୀମାନଙ୍କ ଜନନେନ୍ଦ୍ରିୟରୁ ପ୍ରତିମାସ ତିନିଚାରି ଦିନ ପର୍ଯ୍ୟନ୍ତ ବାହାରୁଥିବା ରକ୍ତ ଆଦି
ಉದಾಹರಣೆ :
ରଜ ସ୍ରାବ ସମୟରେ ଅନେକ ସ୍ତ୍ରୀଙ୍କର କଷ୍ଟ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
The monthly discharge of blood from the uterus of nonpregnant women from puberty to menopause.
The women were sickly and subject to excessive menstruation.