ಅರ್ಥ : ଭୟ, ଦୂର୍ବଳତା, ଜ୍ୱର ଆଦି କାରଣରୁ ହୃଦୟ ଧକ୍ଧକ୍ କରିବା ସ୍ପନ୍ଦିତ ହେବା
							ಉದಾಹರಣೆ : 
							କ୍ରୋଧିତ ହେଲେ ହୃଦୟ ଜୋରରେ କମ୍ପିତ ହୁଏ
							
ಸಮಾನಾರ್ಥಕ : ସ୍ପନ୍ଦିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
भय, दुर्बलता, बुखार आदि के कारण हृदय का धक-धक करना या स्पंदित होना।
क्रोधित होने पर हृदय तेज़ी से धड़कता है।ಅರ್ಥ : ଭୟଆଦି କାରଣରୁ କମ୍ପିବା
							ಉದಾಹರಣೆ : 
							ଉଗ୍ରବାଦୀକୁ ଦେଖି ସୋହନର ଶରୀର କମ୍ପିବାରେ ଲାଗିଲା ନିରୀହ ସାଙ୍ଗର ନିର୍ମମ ହତ୍ୟା ଦେଖି ଛୁଆମାନଙ୍କର ଛାତି ଥରି ଉଠିଲା
							
ಸಮಾನಾರ್ಥಕ : କମ୍ପିବା, ଥରି ଉଠିବା, ଥରିବା
ಇತರ ಭಾಷೆಗಳಿಗೆ ಅನುವಾದ :
क्रोध, भय आदि के कारण काँपने लगना।
उग्रवादी को देखते ही सोहन का शरीर थरथराने लगा।