ಅರ್ಥ : ହିତ ବା ଭଲ ଚାହୁଁଥିବା
							ಉದಾಹರಣೆ : 
							ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
							
ಸಮಾನಾರ್ಥಕ : ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
ಇತರ ಭಾಷೆಗಳಿಗೆ ಅನುವಾದ :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।ಅರ್ಥ : କଲ୍ୟାଣ କରିବାବାଲା
							ಉದಾಹರಣೆ : 
							ସନ୍ଥମାନଙ୍କର ଉପଦେଶ କଲ୍ୟାଣକାରୀ ହୋଇଥାଏ
							
ಸಮಾನಾರ್ಥಕ : କଲ୍ୟାଣପ୍ରଦ, କଲ୍ୟାଣମୟ, ମଙ୍ଗଳକାରକ, ମଙ୍ଗଳକାରୀ, ମଙ୍ଗଳଦାୟକ, ମଙ୍ଗଳପ୍ରଦ, ହିତକାରକ, ହିତକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Auguring favorable circumstances and good luck.
An auspicious beginning for the campaign.