ಅರ್ಥ : ମରୀଚି ଋଷିଙ୍କ ପତ୍ନୀ ଯିଏ କର୍ଦମ ଋଷି ଓ ଦେବହୂତିଙ୍କ କନ୍ୟା ଥିଲେ
							ಉದಾಹರಣೆ : 
							କଶ୍ୟପ ମୁନି କଳାଙ୍କ ଗର୍ଭରୁ ଉତ୍ପନ୍ନ ହୋଇଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
मरीचि ऋषि की पत्नी जो कर्दम ऋषि और देवहूति की पुत्री थीं।
कश्यप मुनि कला के गर्भ से उत्पन्न हुए थे।An imaginary being of myth or fable.
mythical beingಅರ್ಥ : ଚିତ୍ର, ଗ୍ରନ୍ଥ, ବସ୍ତୁଆଦିର ରୂପରେ ତିଆରି ହୋଇଥିବା ବସ୍ତୁ
							ಉದಾಹರಣೆ : 
							ଏବେ ଗାନ୍ଧୀ ପଡ଼ିଆରେ ଭାରତୀୟ କଳାକୃତିଗୁଡ଼ିକର ପ୍ରଦର୍ଶନୀ ଚାଲିଛି
							
ಸಮಾನಾರ್ಥಕ : କଳା କୃତି, ରଚିତ କୃତି
ಇತರ ಭಾಷೆಗಳಿಗೆ ಅನುವಾದ :
Photographs or other visual representations in a printed publication.
The publisher was responsible for all the artwork in the book.ಅರ್ಥ : ଏକ ବର୍ଣ୍ଣବୃତ୍ତ
							ಉದಾಹರಣೆ : 
							କଳାର ପ୍ରତ୍ୟେକ ଚରଣରେ ଏକ ଭଗଣ ଓ ଏକ ଗୁରୁ ଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
							ಉದಾಹರಣೆ : 
							ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
							
ಸಮಾನಾರ್ಥಕ : ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀକଳା, ଶଶୀରେଖ, ଶଶୀରେଖା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାର୍ଯ୍ୟକୁ ଭଲରେ କରିବାର କୌଶଳ ବିଶେଷତଃ ଏପରି କାର୍ଯ୍ୟ ଯାହାର ପୂର୍ଣ୍ଣାଙ୍ଗ ନିମନ୍ତେ ଜ୍ଞାନ ବ୍ୟତୀତ କୌଶଳ ଓ ଅଭ୍ୟାସ ଆବଶ୍ୟକତା ପଡ଼େ
							ಉದಾಹರಣೆ : 
							ତାଙ୍କ କଳାକୁ ସମସ୍ତେ ମାନନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ
							ಉದಾಹರಣೆ : 
							କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ
							
ಇತರ ಭಾಷೆಗಳಿಗೆ ಅನುವಾದ :
A black colloidal substance consisting wholly or principally of amorphous carbon and used to make pigments and ink.
carbon black, crock, lampblack, smut, soot