ಅರ್ಥ : ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ
							ಉದಾಹರಣೆ : 
							ଲମ୍ପଟର ଜୀବନ କଳହପୂର୍ଣ୍ଣ ହୋଇଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
Someone who patronizes prostitutes.
wencherಅರ್ಥ : ଯାହାଠାରେ କାମବାସନା ଅଛି
							ಉದಾಹರಣೆ : 
							ସେ ଏକ ଲମ୍ପଟ ବ୍ୟକ୍ତି
							
ಸಮಾನಾರ್ಥಕ : ଇନ୍ଦ୍ରିୟଲୋଲୁପ, ଇନ୍ଦ୍ରିୟାଶକ୍ତ, କାମଲୋଲୁପ, କାମୀ, ଲମ୍ପଟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ବ୍ୟଭିଚାର କରେ
							ಉದಾಹರಣೆ : 
							ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
							
ಸಮಾನಾರ್ಥಕ : ଚରିତ୍ରହୀନ, ଦୁଶ୍ଚରିତ୍ର, ବ୍ୟଭିଚାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Not faithful to a spouse or lover.
Adulterous husbands and wives.