ಅರ್ಥ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
							ಉದಾಹರಣೆ : 
							ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
							ಉದಾಹರಣೆ : 
							ମୁଁ ଏହି ମାସର କିସ୍ତି ଜମା କରିଦେଇଛି
							
ಅರ್ಥ : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
							ಉದಾಹರಣೆ : 
							ମୁଁ ଏହି ଋଣ କିସ୍ତିରେ ଶୁଝିବି
							
ಇತರ ಭಾಷೆಗಳಿಗೆ ಅನುವಾದ :
A payment of part of a debt. Usually paid at regular intervals.
installment