ಅರ್ಥ : ଶିଶୁମାନେ ଗରମରୁ ସୁରକ୍ଷା ପାଇବାଲାଗି ଦେଖାଶୁଣା କରିବା ଏବଂ ଏଥିନେଇ କ୍ରିୟାକଳାପର ବ୍ୟବସ୍ଥା କରାଯାଇଥିବା କ୍ଷେତ୍ର
							ಉದಾಹರಣೆ : 
							ଆମ ସ୍କୁଲର ପିଲେ କ୍ୟାମ୍ପକୁ ଯାଉଛନ୍ତି
							
ಸಮಾನಾರ್ಥಕ : କ୍ୟାଂପ
ಇತರ ಭಾಷೆಗಳಿಗೆ ಅನುವಾದ :
Temporary lodgings in the country for travelers or vacationers.
Level ground is best for parking and camp areas.ಅರ್ಥ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
							ಉದಾಹರಣೆ : 
							ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
							ಉದಾಹರಣೆ : 
							ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment