ಅರ್ಥ : ଯେଉଁ ବହୁତ ବଡ଼ ଚୁଲି ଉପରେ ଆଖୁ ରସକୁ ରାନ୍ଧି ଗୁଡ଼ ପ୍ରସ୍ତୁତ କରାଯାଏ
							ಉದಾಹರಣೆ : 
							ରାମଧାରୀ ଖନ୍ଦାଉପରେ ବସିଥିବା କଡ଼େଇରେ ଆଖୁ ରସ ଢାଳୁଛି
							
ಸಮಾನಾರ್ಥಕ : ବଡ଼ଚୁଲି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
							ಉದಾಹರಣೆ : 
							ସେ ଚୁଲିରେ ଚା’ ବସେଇଛି
							
ಸಮಾನಾರ್ಥಕ : ଚୁଲା, ଚୁଲି, ରନ୍ଧନଗର୍ତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :