ಅರ್ಥ : କାଟି ଅଲଗା କରିବା
							ಉದಾಹರಣೆ : 
							ମୂର୍ତ୍ତିକାର ମୂର୍ତ୍ତି ତିଆରି କରିବାପାଇଁ ପଥର ଖୋଦେଇ କରୁଛି
							
ಸಮಾನಾರ್ಥಕ : ଖୋଦନକରିବା, ଖୋଦେଇ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉପର ମାଟି ବାହାରକରି ଗାଡ଼ କରିବା
							ಉದಾಹರಣೆ : 
							କୃଷକ ନିଜ ଜମିରେ କୁଅ ଖୋଳୁଛି
							
ಸಮಾನಾರ್ಥಕ : ଖନନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଶେଷ ରୂପ ଦେବାପାଇଁ କଟାକଟି କରିବା
							ಉದಾಹರಣೆ : 
							ମୂର୍ତ୍ତିକାର ଶଙ୍ଖମଲମଲ ପଥରକୁ ଖୋଦେଇକରୁଛି
							
ಸಮಾನಾರ್ಥಕ : ଖୋଦନକରିବା, ଖୋଦେଇକରିବା
ಇತರ ಭಾಷೆಗಳಿಗೆ ಅನುವಾದ :