ಅರ್ಥ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
							ಉದಾಹರಣೆ : 
							ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
							
ಸಮಾನಾರ್ಥಕ : କଟୂବାଣୀ, ଧମକ, ଭର୍ତ୍ସନା, ଶୋଧା
ಇತರ ಭಾಷೆಗಳಿಗೆ ಅನುವಾದ :
A severe scolding.
bawling out, castigation, chewing out, dressing down, earful, going-over, upbraidingಅರ್ಥ : ଭର୍ତ୍ସନା କରି କହିଥିବା କଥା
							ಉದಾಹರಣೆ : 
							ମାଆଙ୍କର ମଧୁର ଭର୍ତ୍ସନା ସହିତ ମୁଁ ଅଭ୍ୟସ୍ତ ହୋଇଗଲିଣି
							
ಸಮಾನಾರ್ಥಕ : ଭର୍ତ୍ସନା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିନ୍ଦା ବା କଳଙ୍କର କଥା
							ಉದಾಹರಣೆ : 
							ସେ ନିଜକୁ ହିଁ ଗାଳି ଦେଉଛି  ଗାଳି ଦୁର୍ବଳ ମାନସିକତାର ପ୍ରତୀକ
							
ಸಮಾನಾರ್ಥಕ : ଅପବଚନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗାଳିକରିବା କ୍ରିୟା
							ಉದಾಹರಣೆ : 
							ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
							
ಸಮಾನಾರ್ಥಕ : ଧମକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
							ಉದಾಹರಣೆ : 
							ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
							
ಸಮಾನಾರ್ಥಕ : କଟୂବାକ୍ୟ, ତିରସ୍କାର, ଭର୍ତ୍ସନା
ಇತರ ಭಾಷೆಗಳಿಗೆ ಅನುವಾದ :
An act or expression of criticism and censure.
He had to take the rebuke with a smile on his face.