ಅರ್ಥ : ବେଇଜ୍ଜତ କରିବା
							ಉದಾಹರಣೆ : 
							ସେ ତା ଶଳାକୁ ବହୁତ ଗାଳି ଦେଲା
							
ಸಮಾನಾರ್ಥಕ : ଅପମାନ କରିବା, ନିନ୍ଦା କରିବା, ବେଜିତ୍ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତିରସ୍କାରପୂର୍ବକ ନିଜ ପାଖରୁ ହଟାଇବା
							ಉದಾಹರಣೆ : 
							ସେ ଭିକାରୀକୁ ତିରସ୍କାର କଲା
							
ಸಮಾನಾರ್ಥಕ : ତିରସ୍କାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା
							ಉದಾಹರಣೆ : 
							ସେ ଅଧ ଘଣ୍ଟା ହେଲାଣି ଗାଳି ଦେଇ ଚାଲିଛି
							
ಸಮಾನಾರ್ಥಕ : ଖରାପ ଶବ୍ଦ କହିବା, ବକିବା
ಇತರ ಭಾಷೆಗಳಿಗೆ ಅನುವಾದ :
Use foul or abusive language towards.
The actress abused the policeman who gave her a parking ticket.