ಅರ್ಥ : ଭଲରୂପେ ଅବା ପୂରାମାତ୍ରାରେ ଗୋଳାଇବାର କାର୍ଯ୍ୟ
							ಉದಾಹರಣೆ : 
							ଜଳରେ ଲୁଣ ଗୋଳାଇବା ପରେ ଏଥିରେ ଅଳ୍ପ ମିଠା ପକାଅ
							
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह से या पूरी तरह से गलने या पिघलने की क्रिया।
घी के विगलन के पश्चात् उसे आटे में मिला दें।ಅರ್ಥ : ଆଉଟିବାକାମ ଅନ୍ୟ କାହାଦ୍ୱାରା କରାଇବା
							ಉದಾಹರಣೆ : 
							ସେ ଗଉଡ଼ଦ୍ୱାରା ହିଁ  ଦୁଧ ଆଉଟାଇଲା
							
ಸಮಾನಾರ್ಥಕ : ଆଉଟାଇବା, ଗାଢାକରାଇବା, ଘଣ୍ଟାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା
							ಉದಾಹರಣೆ : 
							ଆମେ ସରବତ୍ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
							
ಸಮಾನಾರ್ಥಕ : ମିଶେଇବା, ମିଶ୍ରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी द्रव पदार्थ में कोई वस्तु हिलाकर मिलाना।
हम शरबत बनाने के लिए पानी में शक्कर घोलते हैं।