ಅರ್ಥ : ଧୀରେଧୀରେ ଚାଲିବା
							ಉದಾಹರಣೆ : 
							ଷ୍ଟେସନ ପାଖେଇ ଆସିବାରୁ ରେଳଗାଡ଼ି ଧିମେଇଲା
							
ಸಮಾನಾರ್ಥಕ : ଧିମେଇଧିମେଇ ଚାଲିବା, ଧିମେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
							ಉದಾಹರಣೆ : 
							କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
							
ಸಮಾನಾರ್ಥಕ : ଶୋଇବା
ಇತರ ಭಾಷೆಗಳಿಗೆ ಅನುವಾದ :