ಅರ್ಥ : ଯେଉଁ ଋତୁ ବା ମାସରେ ବର୍ଷା ହୁଏ
							ಉದಾಹರಣೆ : 
							କେବେ କେବେ ବର୍ଷାକାଳରେ ଏତେ ବର୍ଷା ହୁଏ ଯେ କେତେକ କ୍ଷେତ୍ରରେ ବନ୍ୟା ଆସିଯାଏ
							
ಸಮಾನಾರ್ಥಕ : ଜଳଦ କାଳ, ପ୍ରାବୃଟ କାଳ, ବର୍ଷା ଋତୁ, ବର୍ଷାକାଳ
ಇತರ ಭಾಷೆಗಳಿಗೆ ಅನುವಾದ :
Rainy season in southern Asia when the southwestern monsoon blows, bringing heavy rains.
monsoonಅರ್ಥ : ଆଷାଢ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରି ମାସ ସମୟ
							ಉದಾಹರಣೆ : 
							ଚତୁର୍ମାସ୍ୟାରେ ଲୋକେ  ଧାର୍ମିକ ବ୍ରତ ପାଳନ କରନ୍ତି
							
ಸಮಾನಾರ್ಥಕ : ଚାତୁର୍ମାସ୍ୟା