ಅರ್ಥ : କାନ୍ତି ବା ଆଭାଯୁକ୍ତ ହେବା
							ಉದಾಹರಣೆ : 
							ତା ଚେହେରା ତେଜରେ ଚମକୁଛି
							
ಸಮಾನಾರ್ಥಕ : ଝଲମଲ କରିବା, ଦମକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
							ಉದಾಹರಣೆ : 
							ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
							
ಸಮಾನಾರ್ಥಕ : ଉଜ୍ଜ୍ୱଳ କରିବା, ଚକ୍ମକ୍ କରିବା, ଚମକ ଆସିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :