ಅರ್ಥ : ଯାହାର କିଛି ଚିନ୍ତା ନାହିଁ
							ಉದಾಹರಣೆ : 
							ଯେ ପର୍ଯ୍ୟନ୍ତ ଝିଅର ବାହାଘର ହୋଇଯାଇନାହିଁ ସେପର୍ଯନ୍ତ ମା’ ବାପା ନିଶ୍ଚିତ ହୋଇପାରନ୍ତି ନାହିଁ
							
ಸಮಾನಾರ್ಥಕ : ଅଚିନ୍ତା, ଚିନ୍ତାମୁକ୍ତ, ଚିନ୍ତାରହିତ, ନିଶ୍ଚିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଶ୍ଚିତ ହୋଇ ବା ନିଶ୍ଚିତତା ସହିତ
							ಉದಾಹರಣೆ : 
							ସେ ନିଶ୍ଚିନ୍ତରେ ନିଜ କୋଠରୀରେ ଶୋଇଛି
							
ಸಮಾನಾರ್ಥಕ : ଅଚିନ୍ତା, ନିଶ୍ଚିତତା, ନିଶ୍ଚିନ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
निश्चिंत होकर या निश्चिंतता के साथ।
वह बेखटके अपने कमरे में सोया हुआ था।In an unconcerned manner.
War was breaking out in Europe, but she unconcernedly planned for a holiday.