ಅರ್ಥ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
							ಉದಾಹರಣೆ : 
							ସେ ଚୁଲିରେ ଚା’ ବସେଇଛି
							
ಸಮಾನಾರ್ಥಕ : ଖନ୍ଦା, ଚୁଲା, ରନ୍ଧନଗର୍ତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମାଟି, ଇଟା ବା ଲୁହାଆଦିରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଖାଦ୍ୟ ରନ୍ଧାଯାଏ
							ಉದಾಹರಣೆ : 
							ମା’ ଖାଦ୍ୟ ଗରମ କରିବାପାଇଁ ଚୁଲି ଜଳାଉଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
A kitchen appliance used for cooking food.
Dinner was already on the stove.