ಅರ್ಥ : ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
							ಉದಾಹರಣೆ : 
							ଆମେ ନିଜର ଇଚ୍ଛାକୁ ଦମନ କରୁ  ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
							
ಸಮಾನಾರ್ಥಕ : ଦବାଇବା, ଦବେଇକି ରଖିବା, ଦମନ କରିବା, ଦମିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :