ಅರ್ಥ : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା
							ಉದಾಹರಣೆ : 
							ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
Shade within clear boundaries.
shadowಅರ್ಥ : ଗୋଟିଏ ରାଗିଣୀ
							ಉದಾಹರಣೆ : 
							ସଙ୍ଗୀତକାର ଛାୟା ବିଷୟରେ କହୁଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୂର୍ଯ୍ୟଦେବଙ୍କର ଜଣେ ପତ୍ନୀ
							ಉದಾಹರಣೆ : 
							ସୂର୍ଯ୍ୟ ଏବଂ ଛାୟାଙ୍କର ପୁତ୍ର ଥିଲେ ଶନି ଦେବ
							
ಇತರ ಭಾಷೆಗಳಿಗೆ ಅನುವಾದ :
सूर्यदेव की एक पत्नी।
शनिदेव सूर्य एवं छाया के पुत्र हैं।An imaginary being of myth or fable.
mythical beingಅರ್ಥ : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
							ಉದಾಹರಣೆ : 
							ପଥିକ ଛାଇରେ ଆରାମ କରୁଅଛି
							
ಸಮಾನಾರ್ಥಕ : ଛାଇ
ಇತರ ಭಾಷೆಗಳಿಗೆ ಅನುವಾದ :
Relative darkness caused by light rays being intercepted by an opaque body.
It is much cooler in the shade.