ಅರ್ಥ : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା
							ಉದಾಹರಣೆ : 
							ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା
							
ಸಮಾನಾರ್ಥಕ : ଦଗ୍ଧୀଭୂତ ହେବା, ଦହନ ହେବା, ପୋଡ଼ିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
आग आदि के संपर्क के कारण नष्ट या खराब होना।
इस पुस्तक के कुछ पन्ने आग से जल गए हैं।ಅರ್ಥ : ଅଧିକ ଗରମ ବା ଜଳିବାହେତୁ କୌଣସି ଜିନିଷର ଉପର ଭାଗ ଶୁଖି ବା ଜଳି କଳା ପଡ଼ିଯିବା
							ಉದಾಹರಣೆ : 
							ପ୍ରବଳ ଗରମରେ ଆମେ ଜଳିଗଲୁ
							
ಸಮಾನಾರ್ಥಕ : ସିଝିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :