ಅರ್ಥ : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
							ಉದಾಹರಣೆ : 
							୧୮୫୭ର ଜନଜାଗରଣ  ଧୀରେଧୀରେ ଯୁଦ୍ଧର ରୂପନେଲା
							
ಸಮಾನಾರ್ಥಕ : ଜାଗୃତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
							ಉದಾಹರಣೆ : 
							ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚେଇଁବା କ୍ରିୟା ବା ଭାବ
							ಉದಾಹರಣೆ : 
							ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
							
ಸಮಾನಾರ್ಥಕ : ଉଜାଗର
ಇತರ ಭಾಷೆಗಳಿಗೆ ಅನುವಾದ :