ಅರ್ಥ : ଜାଗ୍ରତ ଅବସ୍ଥାରେ ନିଦ୍ରାରହିତ ରହିବା
							ಉದಾಹರಣೆ : 
							ସେ କେତେ ଦିନରୁ ଜାଗି ରହୁଛି
							
ಸಮಾನಾರ್ಥಕ : ଉଜାଗର ହେବା, ଚେଇଁବା
ಇತರ ಭಾಷೆಗಳಿಗೆ ಅನುವಾದ :
Be awake, be alert, be there.
wakeಅರ್ಥ : ନିଦରୁ ଉଠିବା
							ಉದಾಹರಣೆ : 
							ମୁଁ ଆଜି ସକାଳ ସାତଟାରେ ଉଠିଲି
							
ಸಮಾನಾರ್ಥಕ : ଆଖି ଖୋଲିବା, ଉଠିବା, ଶୋଇକି ଉଠିବା
ಇತರ ಭಾಷೆಗಳಿಗೆ ಅನುವಾದ :