ಅರ್ಥ : ପାଦ ଆଙ୍ଗୁଠିରେ ପିନ୍ଧା ଯାଉଥିବା ଧାତୁବଳୟ
							ಉದಾಹರಣೆ : 
							ସେ ଡାହାଣ ଗୋଡ଼ ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଦ ଆଙ୍ଗୁଳିରେ ପିନ୍ଧା ଯାଉଥିବା ମୁଦି
							ಉದಾಹರಣೆ : 
							ସେ ନିଜ ପାଦ ଆଙ୍ଗୁଠିରେ ରୁପାର ଗୋଡ଼ମୁଦି ପିନ୍ଧିଛି
							
ಸಮಾನಾರ್ಥಕ : ଗୋଡ଼ମୁଦି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହାତ ବା ପାଦର ଆଙ୍ଗୁଳି ପବରେ ପିନ୍ଧିବା ନିମନ୍ତେ ବିଶେଷତଃ ରୂପାରେ ତିଆରି ହୋଇଥିବା ମୁଦି ଆକାରର ଏକ ଗହଣା
							ಉದಾಹರಣೆ : 
							ସୀତାର ପାଦ ଆଙ୍ଗୁଳିରେ ଝୁଣ୍ଟିଆ ସୁନ୍ଦର ଦିଶୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :