ಅರ್ಥ : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା
							ಉದಾಹರಣೆ : 
							ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି
							
ಸಮಾನಾರ್ಥಕ : ଦୋଳନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଝୁଲଣରେ ବସି ଝୁଲିବା
							ಉದಾಹರಣೆ : 
							ସେ ଘଣ୍ଟେ ହେଲା ଝୁଲୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା
							ಉದಾಹರಣೆ : 
							କାନ୍ଥରୁ ରସିଟିଏ ଝୁଲୁଛି
							
ಸಮಾನಾರ್ಥಕ : ଲଟକିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
							ಉದಾಹರಣೆ : 
							ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
							
ಸಮಾನಾರ್ಥಕ : ହଲିବା
ಇತರ ಭಾಷೆಗಳಿಗೆ ಅನುವಾದ :