ಅರ್ಥ : ବୃତ୍ତ ପରିଧିର ତ୍ରିଶତ ଷଷ୍ଠିତମ ଭାଗ
							ಉದಾಹರಣೆ : 
							ଗଣିତ ଅଧ୍ୟାପକ ଛାତ୍ରମାନଙ୍କୁ ତିରିଶ ଡିଗ୍ରୀର କୋଣ ଅଙ୍କନ କରିବାକୁ କହିଲେ
							
ಸಮಾನಾರ್ಥಕ : ଅଂଶ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତାପମାତ୍ରା ମାପିବାର ଗୋଟିଏ ଏକକ
							ಉದಾಹರಣೆ : 
							କାଲି ଏଠାକାର ତାପମାତ୍ରା ୨୦ ଡିଗ୍ରୀ ଥିଲା
							
ಸಮಾನಾರ್ಥಕ : ଡିଗ୍ରୀ ସେଲ୍ସିୟସ
ಇತರ ಭಾಷೆಗಳಿಗೆ ಅನುವಾದ :
तापमान मापने की एक इकाई।
कल यहाँ का तापमान 20 डिग्री सेल्सियस था।A unit of temperature on a specified scale.
The game was played in spite of the 40-degree temperature.ಅರ್ಥ : ଦେୱାନୀ ଅଦାଲତର ଯେଉଁ ଫଇସଲା ଅନୁସାରେ ବାଦୀକୁ କୌଣସି ଅଧିକାର ମିଳେ
							ಉದಾಹರಣೆ : 
							ତାଙ୍କୁ ଘର ସମ୍ବନ୍ଧୀୟ ଡିଗ୍ରୀ ମିଳିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :