ಅರ್ಥ : ଚିତ୍ତକୁ ଭୋଗ ବିଳାସରୁ ହଟାଇବା ନିମନ୍ତେ କରାଯାଉଥିବା କଷ୍ଟକର ଧାର୍ମିକ କାର୍ଯ୍ୟ
							ಉದಾಹರಣೆ : 
							ଦସ୍ୟୁ ରତ୍ନାକର କଠୋର ତପସ୍ୟା କରି ବାଲ୍ମିକୀ  ହୋଇଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
The prescribed procedure for conducting religious ceremonies.
ritualಅರ್ಥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
							ಉದಾಹರಣೆ : 
							ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
							
ಸಮಾನಾರ್ಥಕ : ଅଧ୍ୟବସାୟ, ଅଭ୍ୟାସ, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା
ಇತರ ಭಾಷೆಗಳಿಗೆ ಅನುವಾದ :
Persevering determination to perform a task.
His diligence won him quick promotions.