ಅರ್ಥ : ତିଆରି କରିବାର କାମ
							ಉದಾಹರಣೆ : 
							ଘରର ତିଆରି ଆରମ୍ଭ ହୋଇଛି
							
ಸಮಾನಾರ್ಥಕ : ନିର୍ମାଣ, ପ୍ରସ୍ତୁତି, ପ୍ରସ୍ତୁତିକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
The act of constructing something.
During the construction we had to take a detour.ಅರ್ಥ : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ
							ಉದಾಹರಣೆ : 
							ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The activity of putting or setting in order in advance of some act or purpose.
Preparations for the ceremony had begun.ಅರ್ಥ : ପ୍ରକୃତିରୁ ଉତ୍ପନ୍ନ କରାଯାଉଥିବା ବା ମଣିଷଙ୍କଦ୍ୱାରା ତିଆରି ହେଉଥିବା ଜିନିଷ
							ಉದಾಹರಣೆ : 
							ଆଜିକାଲି ପ୍ରତ୍ୟେକ କମ୍ପାନୀ ନିଜନିଜର ନୂଆ ନୂଆ ଉତ୍ପାଦନ ବଜାରକୁ ଛାଡୁଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
An artifact that has been created by someone or some process.
They improve their product every year.ಅರ್ಥ : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
							ಉದಾಹರಣೆ : 
							ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
जिसे गढ़ कर कोई आकार दिया गया हो।
सीता ने बाजार से मिट्टी से गढ़ी गणेश की एक मूर्ति खरीदी।