ಅರ್ಥ : ବିସ୍ତାର, କାଳ, ସମ୍ବନ୍ଧଆଦି ବିଚାରରେ ଅଲଗା କରିବା
							ಉದಾಹರಣೆ : 
							ଆମେ ପରସ୍ପର ମଧ୍ୟରେ ମନୋମାଳିନ୍ୟକୁ ତୁଟାଇବା
							
ಸಮಾನಾರ್ಥಕ : ଅଲଗା କରିବା, ଦୂର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶେଷ କରିବା ବା ରହିବାକୁ ନ ଦେବା
							ಉದಾಹರಣೆ : 
							ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା  ସେ ଚୁକ୍ତି ଭଙ୍ଗ କଲା
							
ಸಮಾನಾರ್ಥಕ : ଭଙ୍ଗ କରିବା, ଶେଷ କରିବା, ସମାପ୍ତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
खत्म करना या न रहने देना।
उसने राम से अपने रिश्ते तोड़ लिए।