ಅರ್ಥ : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
ಉದಾಹರಣೆ :
ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
ಸಮಾನಾರ್ಥಕ : ଅନୁରୂପ, ଏକାପ୍ରକାର, ଏକାଭଳି, ତୁଲ୍ୟ, ସଦୃଶ, ସମ, ସମତୁଲ୍ୟ, ସମସରିସା, ସମାନ
ಇತರ ಭಾಷೆಗಳಿಗೆ ಅನುವಾದ :
Closely similar or comparable in kind or quality or quantity or degree.
Curtains the same color as the walls.