ಅರ್ಥ : ଚାରିଟି କାଠଯୁକ୍ତ ଗଢ଼ଣ ଯେଉଁଥିରେ କବାଟ ଲାଗିଥାଏ
							ಉದಾಹರಣೆ : 
							ବଢ଼େଇ ଚୌକାଠରେ କବାଟ ଲଗାଉଛି
							
ಸಮಾನಾರ್ಥಕ : ଚୌକାଠ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦ୍ବାରର ଚୌକାଠର ବାଜୁ ଦୁଇଟିରେ ଲାଗିଥିବା ଲଂବା କାଠ
							ಉದಾಹರಣೆ : 
							ଦୁଆରବନ୍ଧରେ କବାଟ ଲଗାହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦ୍ୱାରର ଚୌକାଠର ନିମ୍ନରେ ଥିବା କାଠ ବା ପଥର ଯାହା ଭୂମିଉପରେ ଥାଏ
							ಉದಾಹರಣೆ : 
							ଦୁଆରବନ୍ଧ ଉପରେ ବସିବା ଅଶୁଭ
							
ಸಮಾನಾರ್ಥಕ : ଏରୁଣ୍ଡି, ଏରୁଣ୍ଡିବନ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :