ಅರ್ಥ : ଏପରି ଜ୍ଞାନ ଯେଉଁଥିରେ ସମ୍ପୂର୍ଣ୍ଣ ନିଶ୍ଚିତତା ନାହିଁ
							ಉದಾಹರಣೆ : 
							ମୋର ତାଙ୍କ କଥାର ସତ୍ୟତା ଉପରେ ସନ୍ଦେହ ରହିଛି
							
ಸಮಾನಾರ್ಥಕ : ଅଭିଶଂକା, ଶଂକା, ସନ୍ଦେହ
ಇತರ ಭಾಷೆಗಳಿಗೆ ಅನುವಾದ :
The state of being unsure of something.
doubt, doubtfulness, dubiety, dubiousness, incertitude, uncertaintyಅರ್ಥ : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା
							ಉದಾಹರಣೆ : 
							ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି  ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି
							
ಸಮಾನಾರ್ಥಕ : ଆଗପଛ ଭାବିବା, ସଙ୍କୋଚ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହଁ ବା ନାଁର ସ୍ଥିତି
							ಉದಾಹರಣೆ : 
							ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
							
ಸಮಾನಾರ್ಥಕ : ଦ୍ୱନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :