ಅರ್ಥ : ଭୂମି ଉପରେ ପଡ଼ିଥିବା ବା ପକାଯାଇଥିବା
							ಉದಾಹರಣೆ : 
							ସେ ଏକାଥରକେ ପ୍ରତିଦ୍ୱନ୍ଦୀକୁ ଧରାଶାୟୀ କରିଦେଲା
							
ಸಮಾನಾರ್ಥಕ : ଭୂଲୁଣ୍ଠିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
							ಉದಾಹರಣೆ : 
							ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
							
ಸಮಾನಾರ್ಥಕ : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଭଙ୍ଗା, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
ಇತರ ಭಾಷೆಗಳಿಗೆ ಅನುವಾದ :