ಅರ್ಥ : ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍ରୀ
							ಉದಾಹರಣೆ : 
							ଆଜିକାଲି ଗାଁରେ ଧାଈମାନଙ୍କୁ ସରକାରୀ ପ୍ରଶିକ୍ଷଣ ଦିଆ ଯାଉଛି
							
ಸಮಾನಾರ್ಥಕ : ସେବିକା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟର ପିଲାକୁ ନିଜ କ୍ଷୀର ପିଆଇବା କିମ୍ବା ତାର ଦେଖାଶୁଣା କରୁଥିବା ସ୍ତ୍ରୀ
							ಉದಾಹರಣೆ : 
							ମା’ଙ୍କର ମୃତ୍ୟୁପରେ ଶ୍ୟାମ ଜଣେ ଧାତ୍ରୀଙ୍କ କୋଳରେ ବଢ଼ିଲେ
							
ಸಮಾನಾರ್ಥಕ : ଧାତ୍ରୀ
ಇತರ ಭಾಷೆಗಳಿಗೆ ಅನುವಾದ :