ಅರ್ಥ : କୌଣସି ବସ୍ତୁର ଏହି ରୂପ ଯାହା ଖୁବ ଯୋରରେ ଦଳିବା ବା ଛେଚିବା ପରେ ପ୍ରାପ୍ତ ହୁଏ
							ಉದಾಹರಣೆ : 
							ପିଲାମାନେ ଶୁଖିଲା ମାଟିକୁ କୁଟି ଚୂନା କରିଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମାଟି, ବାଲିଆଦିର ବହୁତ ସୂକ୍ଷ୍ମ ଚୂର୍ଣ୍ଣ ଯାହା ପ୍ରାୟତଃ ପୃଥିବୀର ଉପରି ଭାଗରେ ମିଳେ
							ಉದಾಹರಣೆ : 
							ଛୁଆମାନେ ଜଣେ ଅନ୍ୟର ଉପରକୁ ଧୂଳି ପକାଉଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
Fine powdery material such as dry earth or pollen that can be blown about in the air.
The furniture was covered with dust.ಅರ್ಥ : ପତଳା ଚୂର୍ଣ୍ଣ
							ಉದಾಹರಣೆ : 
							ପିଲାମାନେ ଧୂଳି ଖେଳୁଛନ୍ତି
							
ಸಮಾನಾರ್ಥಕ : ବାଲି
ಇತರ ಭಾಷೆಗಳಿಗೆ ಅನುವಾದ :
A solid substance in the form of tiny loose particles. A solid that has been pulverized.
powder, pulverisation, pulverization