ಅರ್ಥ : ଯେକୌଣସି ବସ୍ତୁ ବାହାରକୁ ବାହାରୁଥିବାର ମାର୍ଗ
							ಉದಾಹರಣೆ : 
							ନିର୍ଗମନ ନଳା ସଫା କରିବା ଉଚିତ
							
ಸಮಾನಾರ್ಥಕ : ନିର୍ଗମନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ
							ಉದಾಹರಣೆ : 
							ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି
							
ಸಮಾನಾರ್ಥಕ : ନିର୍ଗମନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଭବନ,ପ୍ରାସାଦ ଆଦିର ବାହାରକୁ ବାହାରିଥିବା ଭାଗ
							ಉದಾಹರಣೆ : 
							ବାରଣ୍ଡା ଏକ ପ୍ରକାରର ନିଷ୍କାଶ
							
ಸಮಾನಾರ್ಥಕ : ନିଷ୍କାଶ, ବହିର୍ଗମନ ପଥ
ಇತರ ಭಾಷೆಗಳಿಗೆ ಅನುವಾದ :
Any structure that branches out from a central support.
projectionಅರ್ಥ : ବାହାରିବା ଓ ବାହାରକରିବା ପ୍ରକ୍ରିୟା ବା ଭାବ
							ಉದಾಹರಣೆ : 
							ସହରରେ ଜଳ ନିଷ୍କାସନର ସୁବ୍ୟବସ୍ଥା ହେବା ଉଚିତ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ଥାନରୁ ବା ଦେଶରୁ ବହୁତ ଅଧିକ ପରିମାଣରେ ବିଶେଷକରି ଧନ ଆଦି ବାହାରକୁ ଯାଉଥିବାର କାମ
							ಉದಾಹರಣೆ : 
							ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ
							
ಸಮಾನಾರ್ಥಕ : ନିର୍ଗମନ
ಇತರ ಭಾಷೆಗಳಿಗೆ ಅನುವಾದ :