ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପଚାଇବା କ୍ରିୟା
ಉದಾಹರಣೆ : ଆଜିକାଲି ଔଷଧରେ ମଧ୍ୟ ଫଳଗୁଡିକୁ ପଚା ହୋଇଯାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पकने की क्रिया।
ಅರ್ಥ : ସଢ଼ିବା ପ୍ରକ୍ରିୟା ବା ଭାବ
ಉದಾಹರಣೆ : ସଢ଼ା ପତ୍ରରୁ ଖତ ତିଆରି ହୁଏ
ಸಮಾನಾರ್ಥಕ : ସଢ଼ା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
सड़ने की क्रिया या भाव।
In a state of progressive putrefaction.
ಅರ್ಥ : ସଢ଼ି ଯାଇଥିବା(ଶସ୍ୟ)
ಉದಾಹರಣೆ : କୃଷକଟି ପଚା ଗହମକୁ ଶୁଖାଉଛି
सड़ा हुआ (अनाज)।
ಅರ್ಥ : ଯାହା ଅଧିକ ସମୟ ପଡ଼ିରହିବା କାରଣରୁ ଦୁର୍ଗନ୍ଧଯୁକ୍ତ ଓ ଆମ୍ବିଳା ହୋଇଯାଇଛି
ಉದಾಹರಣೆ : ଭିକାରୀଟି ପଚା ଖାଦ୍ୟ ଖାଉଛି
ಸಮಾನಾರ್ಥಕ : ବାସି
जो अधिक समय तक पड़ा रहने के कारण दुर्गंधयुक्त और कसैला हो गया हो।
ಅರ್ಥ : ଯାହା ଖରାପ ହୋଇଯାଇଛି
ಉದಾಹರಣೆ : ସଢ଼ା ଜିନିଷକୁ ଅଳିଆଡବାରେ ପକାଇଦିଅ
ಸಮಾನಾರ್ಥಕ : ଖରାପ, ସଢ଼ା
जो खराब हो गया हो।
ಸ್ಥಾಪನೆ