ಅರ್ಥ : ବିଶେଷକରି ନିୟମିତ ପ୍ରକାଶିତ ହେଉଥିବା ଏକ ବିଶେଷ ପ୍ରକାରର ପୁସ୍ତକ ଯେଉଁଥିରେ କୌଣସି ସୂଚନା, ପରିଚୟ, ଖବର କାହାର ଚିନ୍ତନ କିମ୍ବା ବର୍ଣ୍ଣନା ରହିଥାଏ
							ಉದಾಹರಣೆ : 
							ସେ ପତ୍ରିକା ପଢ଼ିବାକୁ ପସନ୍ଦ କରେ
							
ಸಮಾನಾರ್ಥಕ : ମାଗାଜିନ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ
							ಉದಾಹರಣೆ : 
							ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ  ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :