ಅರ್ಥ : କୌଣସି ବିଷୟ ବା କଥାର ଶେଷ ବା ଚରମ ସୀମା
							ಉದಾಹರಣೆ : 
							କେହି ବି ନିଜ ଅଧିକାରର ପରିସୀମା ଲଙ୍ଘନ କରିବା ଉଚିତ ନୁହେଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
The greatest amount of something that is possible or allowed.
There are limits on the amount you can bet.ಅರ್ಥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
							ಉದಾಹರಣೆ : 
							କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
							
ಸಮಾನಾರ್ಥಕ : ଅବଧି, ଗଣ୍ଡି, ଚୌହଦି, ଧାର, ସୀମା
ಇತರ ಭಾಷೆಗಳಿಗೆ ಅನುವಾದ :
The point or degree to which something extends.
The extent of the damage.ಅರ್ಥ : ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
							ಉದಾಹರಣೆ : 
							ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
							
ಸಮಾನಾರ್ಥಕ : ଅନ୍ତିମସୀମା, ସୀମା
ಇತರ ಭಾಷೆಗಳಿಗೆ ಅನುವಾದ :