ಅರ್ಥ : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା
							ಉದಾಹರಣೆ : 
							ଗୋଟିଏ ଚୋର ଅଗଣାରେ ପଶିଛି
							
ಸಮಾನಾರ್ಥಕ : ଅନୁପ୍ରବେଶ କରିବା, ପଶିଯିବା, ପ୍ରବେଶ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହଠାତ୍ ମଝିରେ ଆସି ପଡ଼ିବା
							ಉದಾಹರಣೆ : 
							ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
							
ಸಮಾನಾರ್ಥಕ : ପଡ଼ିବା, ମୁଣ୍ଡପୁରେଇବା, ହସ୍ତକ୍ଷେପ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
अनावश्यक रूप से बीच में बोलना या हस्तक्षेप करना।
बाप बेटे की लड़ाई में तुम टाँग मत अड़ाओ।ಅರ್ಥ : ଭିତରକୁ ଯିବା
							ಉದಾಹರಣೆ : 
							ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
							
ಸಮಾನಾರ್ಥಕ : ଆସିବା, ଉପସ୍ଥିତ ହେବା, ପ୍ରବେଶ କରିବା, ଭିତରକୁ ଆସିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।