ಅರ್ಥ : ମୁଁହ, ଆଖି, ଘା’ଆଦିରେ ଝରୁଥିବା ତରଳ ପଦାର୍ଥ
							ಉದಾಹರಣೆ : 
							ତାର ଦୁଇ ଆଖିରୁ ବରାବର ପାଣି ନିଗୁଡ଼ୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
							ಉದಾಹರಣೆ : 
							ବଣିଆ ମୁଦି ଉପରେ ସୁନାଲେପ ଦେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The application of a thin coat of metal (as by electrolysis).
platingಅರ್ಥ : ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ
							ಉದಾಹರಣೆ : 
							ଜଳ ହିଁ ଜୀବନର ଆଧାର
							
ಸಮಾನಾರ್ಥಕ : ଅମ୍ବୁ, ଜଳ, ନୀର, ସଲିଳ
ಇತರ ಭಾಷೆಗಳಿಗೆ ಅನುವಾದ :
नदी, जलाशय, वर्षा आदि से मिलने वाला वह द्रव पदार्थ जो पीने, नहाने, खेत आदि सींचने के काम आता है।
जल ही जीवन का आधार है।