ಅರ್ಥ : ପବନର ଚାପ ସୃଷ୍ଟିପାଇଁ ନୌକାର ମାସ୍ତୁଲରେ ବନ୍ଧା ଯାଉଥିବା ଏକ ଲମ୍ବା ଚୌଡ଼ା କନା
							ಉದಾಹರಣೆ : 
							ହଠାତ୍ ତୋଫାନ ଆସିବାରୁ ନୌକାର କମଜୋର ପାଲ ଫାଟିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଲୁଗାରେ ଗାଡ଼ି ବା ପାଲଙ୍କି ଢଙ୍କା ଯାଏ
							ಉದಾಹರಣೆ : 
							ପାଲଙ୍କି ଭିତରେ ବସି କନ୍ୟା ପାଲ ଟେକି ବାହାରକୁ ଉଙ୍କିମାରୁଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାର ଚିକ୍କଣିଆ ମୋଟା କପଡ଼ା ଯାହା ଖରା ଓ ବର୍ଷା ଦାଉରୁ ଜିନିଷପତ୍ରକୁ ରକ୍ଷାକରିବାପାଇଁ ତା ଉପରେ ପକାଯାଏ ବା ଟଣାଯାଏ
							ಉದಾಹರಣೆ : 
							ଖଳାରେ ଶସ୍ୟଉପରେ ପାଲ ଢାଙ୍କିକି ରଖ
							
ಇತರ ಭಾಷೆಗಳಿಗೆ ಅನುವಾದ :
रोगन किया हुआ एक प्रकार का टाट जो धूप और वर्षा से रक्षा के लिए चीज़ों के ऊपर डाला या ताना जाता है।
खलिहान के अनाज को तिरपाल से ढाँककर रखो।