ಅರ್ಥ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
							ಉದಾಹರಣೆ : 
							ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
							
ಸಮಾನಾರ್ಥಕ : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ବିକାଶ
ಇತರ ಭಾಷೆಗಳಿಗೆ ಅನುವಾದ :
Gradual improvement or growth or development.
Advancement of knowledge.ಅರ್ಥ : ଆଗକୁ ଗମନ ବା ଗତି ବା ଅଗ୍ରସର ହେବା
							ಉದಾಹರಣೆ : 
							ସେନାପତି ସୈନିକମାନଙ୍କ ଅଗ୍ରଗତି ବିଷୟରେ କହୁଥିଲେ
							
ಸಮಾನಾರ್ಥಕ : ଅଗ୍ରଗତି
ಇತರ ಭಾಷೆಗಳಿಗೆ ಅನುವಾದ :