ಅರ್ಥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
							ಉದಾಹರಣೆ : 
							ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
							
ಸಮಾನಾರ್ಥಕ : ଉପାୟ, ବାଟ, ବିଧି, ମାର୍ଗ, ଯତ୍ନ, ରାସ୍ତା, ସାଧନ
ಇತರ ಭಾಷೆಗಳಿಗೆ ಅನುವಾದ :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।ಅರ್ಥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
							ಉದಾಹರಣೆ : 
							ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
							
ಸಮಾನಾರ್ಥಕ : ଅଧ୍ୟବସାୟ, ଅଭ୍ୟାସ, ତପସ୍ୟା, ତାଲିମ୍, ବିହିତ ପ୍ରକ୍ରିୟା, ବ୍ରତ, ସାଧନା
ಇತರ ಭಾಷೆಗಳಿಗೆ ಅನುವಾದ :
Persevering determination to perform a task.
His diligence won him quick promotions.